31.1 C
Bhubaneswar
Tuesday, October 20, 2026
Homeଦେଶ ବିଦେଶଦରଦାମ୍ ବୃଦ୍ଧିରେ ଅଶାନ୍ତ ୟୁରୋପ: ଭାରତୀୟଙ୍କୁ ଆଲର୍ଟ

ଦରଦାମ୍ ବୃଦ୍ଧିରେ ଅଶାନ୍ତ ୟୁରୋପ: ଭାରତୀୟଙ୍କୁ ଆଲର୍ଟ

ନୂଆଦିଲ୍ଲୀ : ଫ୍ରାନ୍ସରେ ହିଂସାତ୍ମକ ବିକ୍ଷୋଭ ଜାରି ରହିଥିବା ବେଳେ ୨୪ ଶହରୁ ଅଧିକ ଗିରଫ ହୋଇଛନ୍ତି । ଅନେକ ସହରରେ କର୍ଫ୍ୟୁ ଲାଗିଛି । ଆବଶ୍ୟକ ପଡ଼ିଲେ ଦେଶରେ ଜରୁରୀ ପରିସ୍ଥିତି ଘୋଷଣା କରାଯାଇପାରେ ବୋଲି ଫ୍ରାନ୍ସ ପ୍ରଧାନମନ୍ତ୍ରୀ ସଙ୍କେତ ଦେଇଛନ୍ତି ।ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟିର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ୟୁରୋପର ଅନେକ ଦେଶରେ ବିକ୍ଷୋଭ ଜାରି ରହିଛି । ଏପଟେ ଫ୍ରାନ୍ସର ସ୍ଥିତିକୁ ନେଇ ସତର୍କ ନଜର ରଖିଛି ଭାରତ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking