34.1 C
Bhubaneswar
Wednesday, October 7, 2026
Homeଓଡିଶାଦିଲ୍ଲୀରୁ ଫୋନ ଆସିଲା,ଡରିଗଲେ: ସାଲୁଜା

ଦିଲ୍ଲୀରୁ ଫୋନ ଆସିଲା,ଡରିଗଲେ: ସାଲୁଜା

ଭୁବନେଶ୍ୱର: ବିଜେଡି ଆଭିମୁଖ୍ୟକୁ ନେଇ କଟାକ୍ଷ କଲେ ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା । ବିଜେଡି ହେଉଛି ଦିଗ ହରା ପାର୍ଟି, ବିଜେପି ସହ ରହିବାର ଅଭ୍ୟାସ ଅଛି । କାଲି ବିଜେଡି ସାଂସଦ ଦିଲ୍ଲୀରେ ଇଣ୍ଡି ମେଣ୍ଟକୁ ସମର୍ଥନ କଲେ । ଆଜି ସକାଳେ କହିଲେ ଇଣ୍ଡି ମେଣ୍ଟର କାଲି ଓଡିଶା ବନ୍ଦକୁ ସମର୍ଥନ କରିବୁ । ଏବେ ପୁଣି କହିଲେ କରିବୁନି, ବିଜେଡି ଉପରେ ବିଜେପିର ଚାପ ରହୁଛି । ଦିଲ୍ଲୀରୁ ଫୋନ ଆସିଲା ଡରିଗଲେ । ବିଜେଡି ଦୋମୁହାଁ ନୀତି ଆପଣାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking