26.1 C
Bhubaneswar
Thursday, September 24, 2026
Homeଓଡିଶାନଦୀରେ ଭାସିଗଲେ ଶିକ୍ଷକ

ନଦୀରେ ଭାସିଗଲେ ଶିକ୍ଷକ

କୋରାପୁଟ: ସୁନାବେଡା ଡିପି କ୍ୟାମ୍ପ ନିକଟରେ ଭାସିଗଲେ ଶିକ୍ଷକ । କୋଲାବ ଶାଖା ନଦୀରେ ଭାସିଗଲେ ମାଛିଲିଗୁଡା ସ୍କୁଲର ସହାୟକ ଶିକ୍ଷକ । ସ୍କୁଲ ଯିବା ବେଳେ ଭାସି ଯାଇଥିବା ସୂଚନା ମିଳିଛି । ତେବେ ସୂଚନା ପାଇ ଘଟଣାସ୍ଥଳରେ ଅଗ୍ନିଶମ ଟିମ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଛନ୍ତି । ସୂଚନାଥାଉକି, ଲଗାଣ ବର୍ଷା ପ୍ରଭାବରେ କୋରାପୁଟରେ ସ୍କୁଲ ଛୁଟି ଥିବା ବେଳେ , ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଆସିବାକୁ କୁହାଯାଇଥିଲା । ହେଲେ ପ୍ରବଳ ବର୍ଷା ଫଳରେ ନଦୀ ମାନଙ୍କରେ ଜଳସ୍ତର ବୃଦ୍ଧି ପାଇ ରାସ୍ତା ଉପରେ ଲହଡି ମାରୁଥିବା ଦେଖାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking