26.1 C
Bhubaneswar
Wednesday, September 23, 2026
Homeଓଡିଶାଜ୍ଞାନୋଦୟ'-ଶିକ୍ଷାରୁ ସମୃଦ୍ଧି (କେଜିରୁ ପିଜି ନିଃଶୁଳ୍କ ଶିକ୍ଷା ଯୋଜନା)

ଜ୍ଞାନୋଦୟ’-ଶିକ୍ଷାରୁ ସମୃଦ୍ଧି (କେଜିରୁ ପିଜି ନିଃଶୁଳ୍କ ଶିକ୍ଷା ଯୋଜନା)

‘ଜ୍ଞାନୋଦୟ’ – ଶିକ୍ଷାରୁ ସମୃଦ୍ଧି (କେଜିରୁ ପିଜି ନିଃଶୁଳ୍କ ଶିକ୍ଷା) ଯୋଜନା ଅଧୀନରେ, ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଯୋଗ୍ୟ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକୁ ଦ୍ଵିତୀୟ କିସ୍ତିର ୧୫% ବାବଦ ୧୪.୩୪ କୋଟି ଟଙ୍କା ଅର୍ଥରାଶି SAMS ମାଧ୍ୟମରେ ସିଧାସଳଖ ପ୍ରଦାନ କରାଯାଇଛି ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହାପୂର୍ବରୁ ଯୋଗ୍ୟ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକୁ ପ୍ରଥମ କିସ୍ତିର ୧୦% ବାବଦ ୯.୫୬ କୋଟି ଟଙ୍କା ଅର୍ଥରାଶି ପ୍ରଦାନ କରାଯାଇଥିଲା ଆଗାମୀ ଦିନରେ ‘ଜ୍ଞାନୋଦୟ’ ଯୋଜନା ଅଧୀନରେ ରହିଥିବା ଯୋଗ୍ୟ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକୁ ତୃତୀୟ କିସ୍ତି (୨୫%), ଚତୁର୍ଥ କିସ୍ତି (୨୫%) ଓ ପଞ୍ଚମ କିସ୍ତି (୨୫%) ବାବଦରେ ଅର୍ଥରାଶି ପ୍ରଦାନ କରାଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking