31.1 C
Bhubaneswar
Saturday, September 19, 2026
Homeଓଡିଶାନାଇଜରରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ

ନାଇଜରରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ୱର: ଭୁବନେଶ୍ୱର ନାଇଜର ପରିସରରୁ ଆସିଲା ଦୁଃଖଦ ଖବର । ନାଇଜରର ଭାଗିରଥୀ ଛାତ୍ରବାସରୁ ପଡ଼ି ଛାତ୍ର ମୃତ। ମୃତ ଛାତ୍ର ହେଲେ ଭିନୟ ସନ୍ୟାସୀ ଭେଙ୍କଟ। ଭିନୟଙ୍କ ଘର ମହାରାଷ୍ଟ୍ର ନାଗପୁରରେ । ସେ ନାଇଜରରେ ଇଣ୍ଟିଗ୍ରେଡେଡ୍‌ ଏମସିଏର ତୃତୀୟ ବର୍ଷର ଛାତ୍ର । ଘଟଣାସ୍ଥଳରେ ଜଟଣୀ ପୁଲିସ ପହଞ୍ଚି ମୃତଦେହକୁ ଜବତ କରିଛି । ମୃତଦେହକୁ ଭୁବନେଶ୍ୱର ଏମ୍‌ସକୁ ପଠାଇ ତଦନ୍ତ ଆରମ୍ଭ କରିଛି ପୁଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking