32.1 C
Bhubaneswar
Thursday, September 17, 2026
Homeଓଡିଶାଚିଠି ଲେଖିଲେ କାମ ତ୍ୱରାନ୍ୱିତ: ମନମୋହନ

ଚିଠି ଲେଖିଲେ କାମ ତ୍ୱରାନ୍ୱିତ: ମନମୋହନ

ଭୁବନେଶ୍ୱର: ସରକାରୀ ଦଳ ବିଧାୟକ ଓ ସାଂସଦଙ୍କ ଚିଠିକୁ ନେଇ ମନମୋହନ ସାମଲ ପ୍ରତିକ୍ରିୟା ରଖି କହିଛନ୍ତି, ଅଭିଯୋଗ କରିବାର ନୈତିକତା ବିରୋଧୀଙ୍କର ନାହିଁ । ୮୦ ବର୍ଷ ଧରି କରି ନଥିଲେ, ସେମାନେ ଆଜି କଣ ପାଇଁ କରୁଛନ୍ତି । ସବୁ କାମକୁ ତ୍ୱରାନ୍ୱିତ ଢଙ୍ଗରେ ସରକାର କରୁଛନ୍ତି । ସଂକଳ୍ପ ପତ୍ରରେ ଯାହା ଲେଖାଯାଇଛଇ ସବୁ କାମ ୫ ବର୍ଷରେ କରାଯିବ । ଯେଉଁ କାମ କରାଯାଉଛି ତାହାକୁ ଗତି ଦେବାକୁ ଚିଠି ଲେଖିଛନ୍ତି । ତାକୁ ନାକାରାତ୍ମକ ଦିଗରେ ନିଅନ୍ତୁନି, ଚିଠି ଲେଖିଲେ କାମ ତ୍ୱରାନ୍ୱିତ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking