31.1 C
Bhubaneswar
Monday, September 14, 2026
Homeଓଡିଶାସାମାନ୍ୟ ବଚସାରୁ ସ୍ତ୍ରୀକୁ ପିଟିପିଟି ହତ୍ୟା

ସାମାନ୍ୟ ବଚସାରୁ ସ୍ତ୍ରୀକୁ ପିଟିପିଟି ହତ୍ୟା

ବରଗଡ଼: ବଚସାକୁ ନେଇ ଜଘନ୍ୟ ହତ୍ୟା। ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ବାମୀ l ବରଗଡ଼ ଜିଲ୍ଲା ଅତାବିରା ଥାନା ଅମଲିପାଲି ପଞ୍ଚାୟତ ଗଡତିଆ ଟିକ୍ରା ଗ୍ରାମରେ ଘଟିଛି ଏଭଳି ହତ୍ୟାକାଣ୍ଡ l ମୃତକ ହେଲେ ଭାଗ୍ୟବତୀ ଖଡ଼ିଆ। ଘଟଣା ସ୍ଥଳରେ ଅତାବିରା ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ପତ୍ନୀଙ୍କୁ ହତ୍ୟା ଅଭିଯୋଗରେ ଅଭିଯୁକ୍ତ ସ୍ୱାମୀ ରାଜକୁମାର ଖଡ଼ିଆକୁ ଗିରଫ କରି ପଚରାଉଚରା କରୁଛି ପୋଲିସ। ଘଟଣାକୁ ନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking