31.1 C
Bhubaneswar
Monday, September 14, 2026
Homeଓଡିଶାୟୁସିସି; ଗୃହମନ୍ତ୍ରୀ କହିବା ପରେ ଆଉ ମନ୍ତବ୍ୟର ଆବଶ୍ୟକତା ନାହିଁ: ମନମୋହନ

ୟୁସିସି; ଗୃହମନ୍ତ୍ରୀ କହିବା ପରେ ଆଉ ମନ୍ତବ୍ୟର ଆବଶ୍ୟକତା ନାହିଁ: ମନମୋହନ

ଭୁବନେଶ୍ୱର: ୟୁସିସିକୁ ନେଇ ରାଜ୍ୟ ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ରଖିଛନ୍ତି । କହଛନ୍ତି, ଗୃହମନ୍ତ୍ରୀ ଅମିତ ଶାହ କହିବା ପରେ ଆଉ ମନ୍ତବ୍ୟର ଆବଶ୍ୟକତା ନାହିଁ । ରାଜ୍ୟ ପାଇଁ ଆବଶ୍ୟକ ବୋଲି ଗୃହ ମନ୍ତ୍ରୀ ଶାହ କହିଛନ୍ତି । ନିଷ୍ପତ୍ତି ଯେତେବେଳେ ହୋଇଛି, ଡିଟେଲସ ଆସିଲେ ଜଣପଡିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking