28.1 C
Bhubaneswar
Thursday, September 10, 2026
Homeଓଡିଶାବ୍ରିକ୍ସ ସମ୍ମିଳନୀରେ ଯୋଗଦେବେନି ତାରିକ ରେହମାନ୍!

ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେନି ତାରିକ ରେହମାନ୍!

ନୂଆଦିଲ୍ଲୀ: ସେପ୍ଟେମ୍ବର ୧୨ ଓ ୧୩ ତାରିଖରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଅନୁଷ୍ଠିତ ହେବାକୁ ଥିବା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରିକ ରେହମାନ୍ ଯୋଗଦେବାର ସମ୍ଭାବନା ନାହିଁ। ବାଂଲାଦେଶ ବୈଦେଶିକ ମନ୍ତ୍ରୀ ହୁମାୟୁନ୍ କବୀର ଏହି ସୂଚନା ଦେଇ କହିଛନ୍ତି ଯେ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କୁ ବ୍ରିକ୍ସ ସମ୍ମିଳନୀ ପାଇଁ ବ୍ୟକ୍ତିଗତ ଭାବେ ନିମନ୍ତ୍ରଣ କରାଯାଇ ନାହିଁ, ବରଂ ‘ବିମ୍ସଟେକ୍’ ଅଧ୍ୟକ୍ଷ ପଦବୀ ଆଧାରରେ ନିମନ୍ତ୍ରଣ ପଠାଯାଇଛି। ତେଣୁ ସେ କିପରି ଏହି ସମ୍ମିଳନୀରେ ଯୋଗଦେବେ ବୋଲି ବୈଦେଶିକ ମନ୍ତ୍ରୀ ପ୍ରଶ୍ନ ଉଠାଇଛନ୍ତି।ଅନ୍ୟପକ୍ଷରେ, ବ୍ରିକ୍ସର ଆୟୋଜକ ଦେଶ ଭାରତ ବାଂଲାଦେଶ ପ୍ରଧାନମନ୍ତ୍ରୀ ରେହମାନଙ୍କୁ ବିମ୍ସଟେକର ବର୍ତ୍ତମାନର ଅଧ୍ୟକ୍ଷ ଭାବେ ସମ୍ମିଳନୀର ”ଆଉଟରିଚ୍ ସେସନ୍”ରେ ଯୋଗଦେବାକୁ ନିମନ୍ତ୍ରଣ କରିଥିବା ନେଇ ପିଟିଆଇ ପକ୍ଷରୁ ସୂଚନା ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking