31.1 C
Bhubaneswar
Thursday, September 3, 2026
Homeଓଡିଶାନଦୀରେ ବୁଡି ସାନ ଭାଇ ମୃତ, ବଡ ଭାଇ ନିଖୋଜ

ନଦୀରେ ବୁଡି ସାନ ଭାଇ ମୃତ, ବଡ ଭାଇ ନିଖୋଜ

ପୁରୀ: ମାଛ ଧରିବା ହେଲା କାଳ । ନଦୀରେ ବୁଡି ସାନ ଭାଇ ମୃତ, ବଡ ଭାଇ ନିଖୋଜ । ଆଠଗଡ ଇଚ୍ଛାପୁର ନିକଟ ସାପୁଆ ନଦୀରେ ଘଟିଛି ଅଘଟଣ । ସାନଭାଇ ୨୫ ବର୍ଷୀୟ ପିଣ୍ଟୁ ସାମଲଙ୍କ ମୃତ୍ୟୁ ହୋଇଥିବା ବେଳେ ବଡଭାଇ ସାମଲ ଏବେ ବି ନିଖୋଜ ଅଛନ୍ତି । ମାଛ ଧରିବା ପାଇଁ ନଦୀକୁ ଯାଇଥିବା ବେଳେ ଦୁଇ ଭାଇ ପାଣିରେ ଭାସି ଯାଇଥିଲେ । ଗ୍ରାମବାସୀଙ୍କ ସହଯୋଗରେ ଅଗ୍ନିଶମ ବାହିନୀ ପିଣ୍ଟୁଙ୍କ ମୃତଦେହ ଉଦ୍ଧାର କରିଛି । ତେବେ ଏଯାଏଁ ମଣ୍ଟୁଙ୍କର କୌଣସି ପତ୍ତା ମିଳିପାରିନି । ଅଗ୍ନିଶମ ବାହିନୀ ସର୍ଚ୍ଚ ଅପରେସନ ଜାରି ରଖିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking