32.1 C
Bhubaneswar
Wednesday, September 2, 2026
Homeଓଡିଶାହାତୀ ଆତଙ୍କ! ୪୬ ହାତୀ ହଜାଇଲେ ଗ୍ରାମବାସୀଙ୍କ ନିଦ

ହାତୀ ଆତଙ୍କ! ୪୬ ହାତୀ ହଜାଇଲେ ଗ୍ରାମବାସୀଙ୍କ ନିଦ

ସୁନ୍ଦରଗଡ଼ ସୁନ୍ଦରଗଡ଼ ବଡ଼ ଗାଁ ଫରେଷ୍ଟ ରେଞ୍ଜ ରେ ଏବେ ୪୬ ଟି ହାତୀ ବିଭିନ୍ନ ଅଂଚଳ ରୁ ଆସି ଗ୍ରାମବାସୀ ଙ୍କ ଅଡ଼ୁଆ ବଢ଼ାଇ ସାରିଲେଣି । ମହାବୀର ପାହାଡ଼ ଅଂଚଳ ରେ ୨୬ ଟିକିଆ ହାତୀ ପଲ ରହିଥିବା ବେଳେ , ବେଲୁଆବାହାଲ ରେ ୧୬ ଟି , ପଞ୍ଚରା ଅଂଚଳ ରେ ୩ ଟି ଓ ଟିକିଲିପଡା ଅଂଚଳ ରେ ଗୋଟାଏ ଦନ୍ତା ଲୋକଙ୍କ ନିଦ ହଜାଇ ସାରିଲେଣି ।ଏହି ହାତୀ ପଲ ଦିନ ସମୟରେ ଜଙ୍ଗଲ ରେ ରହୁଥିବା ବେଳେ ରାତି ହେଲେ ଗାଁ ଭିତରକୁ ଆସି ଧାନ ଫସଲ ନଷ୍ଟ କରିବା ରେ ଲାଗିଛନ୍ତି । ଯାହାଫଳରେ ହାତୀ ଓ ମଣିଷ ମୁହାଁମୁହିଁ ସଂଘର୍ଷ ହେବାର ସ୍ଥିତି ସମନା କୁ ଆସୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking