28.1 C
Bhubaneswar
Sunday, August 23, 2026
Homeଓଡିଶାଏମଏମଡିଆର ବିରୁଦ୍ଧରେ ପ୍ରତିବାଦ ପାଇଁ ଇଣ୍ଡିଆ ମେଣ୍ଟର ପ୍ରସ୍ତୁତି ବୈଠକ

ଏମଏମଡିଆର ବିରୁଦ୍ଧରେ ପ୍ରତିବାଦ ପାଇଁ ଇଣ୍ଡିଆ ମେଣ୍ଟର ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: MMDR ବିଲ ବିରୁଦ୍ଧରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦେଶରେ ଭୁବନେଶ୍ୱର ଜ଼ିଲ୍ଲା କଂଗ୍ରେସ ସଭାପତି ପ୍ରକାଶ ଜେନା ଙ୍କ ନେତୃତ୍ୱରେ ବରିଷ୍ଠ ନେତା ସୁର ରାଉତରାୟଙ୍କ ଉପସ୍ଥିତିରେ india ମେଣ୍ଟର ସବୁ ରାଜନୈତିକ ଦଳ ପ୍ରତିନିଧି ଯୋଗ ଦେଈ MMDR ବିଲ କୁ ଦୃଢ଼ ବିରୋଧ କରି ଥିଲେ.. ଏହି ବିଲ ଦ୍ଵାରା ଓଡିଶା ଭଳି ଗରିବ ରାଜ୍ୟ ର ଆମ ପିଲା ଛୁଆ ଙ୍କ ଭବିଷ୍ୟତ ଅନ୍ଧକାର କୁ କେନ୍ଦ୍ର ବିଜେପି ସରକାର ଠେଲି ଦେଈ ଘୋର କ୍ଷତି କରିଚି କହିବାକୁ ଗଲେ କେନ୍ଦ୍ର ସରକାର ଓଡିଶା ବାସି ଙ୍କ ମୌଳିକ ଅଧିକାର ଛଡେଇ ନେଇଛି.. INDIA ମେଣ୍ଟ ର ନିଷ୍ପତି ନିଆଗଲା କାଲି ଠାରୁ ଜନଜଗରଣ ସୃଷ୍ଟି କରି ସାଧାରଣ ଜନତା ଙ୍କୁ ସଚେତନ କରିବା ପାଇଁ ଆସନ୍ତା କାଲି ଠାରୁ ଇଣ୍ଡିଆ ମେଣ୍ଟର ଶୋଭାଯାତ୍ରା ମଶାଲ ଶୋଭାଯାତ୍ରା ଭଳି କାର୍ଯ୍ୟକ୍ରମ କରିବାକୁ ନିଷ୍ପତି ନିଆଗଲା. ଯଦି ସରକାର ଏହି MMDR ବିଲ କୁ ପ୍ରତ୍ୟାହାର ନକରନ୍ତି ଦରକାର ପଡିଲେ INDIA ମେଣ୍ଟ ଆସନ୍ତା ସେପ୍ଟେମ୍ବର ମାସ ରେ ଓଡିଶା ବନ୍ଦ କରିବାକୁ ବଡ଼ ନିଷ୍ପତି ନେଇପାରନ୍ତି ବୋଲି ପ୍ରକାଶ ପାଇଛି ଆଜିର ପ୍ରସ୍ତୁତି ବୈଠକରେ ମହେନ୍ଦ୍ର ପରିଡା, ପ୍ରତାପ କିଶୋର ବାରିକ, ସୁରୁ ଜେନା ପ୍ରଭାତ ପାଣିଗ୍ରାହୀ, ସୁରେନ୍ଦ୍ର ବେହେରା, କୈଳାଶ ପୁହାଣ, ଚମରୁ ସୋରେନ, ବ୍ୟାସ ସାହୁ ମନୋଜ ଦାସ, ଏସଏମ ରାୟ, ମିହିର ଆଚାର୍ଯ୍ୟ, ମୁକେଶ ପ୍ରଧାନ, ମୋହନ ଜେନା ପ୍ରଧାନ ପ୍ରମୁଖ ବିଭିନ୍ନ ରାଜନୈତିକ ଦଳରୁ ପ୍ରତିନିଧିତ୍ବ କରିଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking