34.1 C
Bhubaneswar
Thursday, August 20, 2026
Homeଓଡିଶାପ୍ରକାଶ ପାଶୱାନ ବିଜେପିରୁ ସସପେଣ୍ଡ

ପ୍ରକାଶ ପାଶୱାନ ବିଜେପିରୁ ସସପେଣ୍ଡ

ଭୁବନେଶ୍ୱର: ରାଜ୍ୟ ବିଜେପିରୁ ବଡ଼ ଖବର । ବିଦା ହେଲେ ବଡ଼ ନେତା ।   ରାଉରକେଲାର ଜଣାଶୁଣା ବିଜେପି ନେତା ପ୍ରକାଶ ପାଶୱ୍ବାନଙ୍କୁ ଦଳରୁ ନିଲମ୍ବନ କରିଛନ୍ତି ମନମୋହନ ସାମଲ । ଦଳ ବିରୋଧୀ କାମ ପାଇଁ ଆକ୍ସନ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ପ୍ରକାଶ ପାଶୱାନଙ୍କୁ ବିଜେପିରୁ ସସପେଣ୍ଡ କରାଯାଇଛି । ବିଶୃଙ୍ଖଳା ଆଚରଣ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ସସପେଣ୍ଡ ହୋଇଛନ୍ତି । ପାନପୋଷ ସର୍କିଟ ହାଉସ ବୁକିଂ ଘଟଣାକୁ ନେଇ ଚର୍ଚ୍ଚାରେ ଥିଲେ ପ୍ରକାଶ ପାଶୱାନ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking