29.1 C
Bhubaneswar
Saturday, August 15, 2026
Homeଦେଶ ବିଦେଶନକ୍ସଲ ମାନସିକତାରୁ ସତର୍କ ରୁହ: ମୋଦୀ

ନକ୍ସଲ ମାନସିକତାରୁ ସତର୍କ ରୁହ: ମୋଦୀ

ନୂଆଦିଲ୍ଲୀ: ଦେଶରେ ଅଶାନ୍ତି ସୃଷ୍ଟିକାରୀ ଲୋକଙ୍କୁ ମୋଦିଙ୍କ କଟାକ୍ଷ । ଦୀର୍ଘ ବର୍ଷରୁ ଦେଶ ନକ୍ସଲଙ୍କ ଦ୍ୱାରା ରକ୍ତରଞ୍ଜିତ ହୋଇଥିଲା । ଆମେ ଜଙ୍ଗଲରୁ ହତିଆର ଧରୁଥିବା ନକ୍ସଲଙ୍କୁ ସମାପ୍ତ କରିଛୁ । କିନ୍ତୁ ଏବେ ବି ନକ୍ସଲ ମାନସିକତା ଥିବା ଲୋକ ଅଛନ୍ତି । ଦେଶରେ ବିଭ୍ରାନ୍ତି ସୃଷ୍ଟି ପାଇଁ ଉଦ୍ୟମ କରୁଛନ୍ତି । ସେମାନେ ଦେଶରେ ଅରାଜକତା ସୃଷ୍ଟି କରୁଛନ୍ତି । ଏଭଳି ମାନସିକତା ଥିବା ଲୋକଙ୍କୁ ଚିହ୍ନନ୍ତୁ । ଏଭଳି ଚିନ୍ତାଧାରାକୁ ଦେଶରୁ ସମାପ୍ତ କରିବାକୁ ପଡିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking