26.7 C
Bhubaneswar
Friday, July 17, 2026
Homeଓଡିଶାଲଗାଣ ବର୍ଷାରେ କେନ୍ଦୁଝରରେ ବେହାଲ ସ୍ଥିତି

ଲଗାଣ ବର୍ଷାରେ କେନ୍ଦୁଝରରେ ବେହାଲ ସ୍ଥିତି

କେନ୍ଦୁଝର : ଲଗାଣ ବର୍ଷାରେ ଜଳବନ୍ଦୀ । ଲଘୁଚାପ ପ୍ରଭାବରୁ ଲଗାତାର ବର୍ଷା ହେଉଥିବାରୁ କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ନୂଆଗାଁରେ ଶତାଧିକ ପରିବାର ଜଳବନ୍ଦୀ । ଗାଁର ହରିଜନ ସାହିରେ ଅଚାନକ ପ୍ରବଳ ବର୍ଷା ଯୋଗୁ ଅନେକଙ୍କ ଘରେ ପାଣି ପଶିଯାଇଛି । ଲୋକେ ବାହାରକୁ ବାହାରିବା ଭଳି ଅବସ୍ଥାରେ ନାହାନ୍ତି । ରହିବେ କେମିତି ଖାଇବେ କଣ ତାକୁ ନେଇ ଚିନ୍ତାରେ ଅଛନ୍ତି ଏହି ଗ୍ରାମବାସୀ । ଅନ୍ୟପଟେ ପ୍ରଶାସନ ଏଯାବତ ସେମାନଙ୍କ ନିକଟରେ ପହଞ୍ଚିନଥିବା ଅଭିଯୋଗ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking