27.9 C
Bhubaneswar
Thursday, July 9, 2026
Homeଓଡିଶାରାହୁଲଙ୍କ ଭିଜନରେ କାମ କରୁନାହାନ୍ତି ଭକ୍ତ: ସୋଫିଆ

ରାହୁଲଙ୍କ ଭିଜନରେ କାମ କରୁନାହାନ୍ତି ଭକ୍ତ: ସୋଫିଆ

ଭୁବନେଶ୍ୱର: ପୁଣି ପିସିସି ସଭାପତି ଭକ୍ତ ଦାସଙ୍କ ଉପରେ ବର୍ଷିଲେ ସୋଫିଆ ଫିର୍ଦ୍ଦୋସ । ପିସିସି ସଭାପତି ଯେଉଁଭଳି ଦାୟିତ୍ୱ ନେଇ କାମ କରିବା କଥା କରୁନାହାନ୍ତି । ରାହୁଲ ଗାନ୍ଧୀଙ୍କ ଯେଉଁ ଭିଜନ ଅଛି କାମ କରିବାର, ତାହା କରୁ ନାହାନ୍ତି । ବଡ ବଡ ପ୍ରସଙ୍ଗରେ ଦଳ ସରକାରଙ୍କୁ ଘେରି ପାରୁନାହିଁ । ବହି ଇସୁ ହେଉକି, ସିଜିମାଳୀ, ଲୋକଙ୍କ ପାଇଁ ଛିଡା ହେବାର ଭଲ ସୁଯୋଗ । ବିଜେଡି ଦୁର୍ବଳ ହୋଇଯାଇଛି । ଏସମୟରେ କଂଗ୍ରେସ ପାଇଁ ସୁଯୋଗ ଅଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking