27.9 C
Bhubaneswar
Thursday, July 9, 2026
Homeଓଡିଶାସୁନୀଲ ମହାନ୍ତିଙ୍କ ‘ଗୁମାସ୍ତା’ ନିଶାନା

ସୁନୀଲ ମହାନ୍ତିଙ୍କ ‘ଗୁମାସ୍ତା’ ନିଶାନା

ଭୁବନେଶ୍ୱର: ପୁରୀ ବିଧାୟକ ସୁନୀଲ ମହାନ୍ତିଙ୍କ ଗୁମାସ୍ତା ଉପାଖ୍ୟାନ । ସୁଜାତା କାର୍ତ୍ତିକେୟନଙ୍କ ମହାପ୍ରଭୁ ଦର୍ଶନ ବେଳେ ଅନୁପସ୍ଥିତ ନେଇ ପ୍ରିକ୍ରିୟା ଦେଇ କହିଛନ୍ତି, ମନ୍ଦିର ପାଖରେ ବହୁ ଗୁମାସ୍ତା ବୁଲନ୍ତି, ଭକ୍ତ ଆସିଲେ ଗୁମାସ୍ତା ଦର୍ଶନ କରାନ୍ତି । ମୋତେ ଯଦି ବ୍ୟକ୍ତିଗତ ଭାବେ ଯିଏ ଡାକିବ ମୁଁ ଯାଇ ପହଞ୍ଚିବି । କିନ୍ତୁ ଯିଏ ପୁରୀ ଆସିବେ ଦର୍ଶନ ପାଇଁ, ଆଉ ମୁଁ ଛିଡା ହୋଇଥିବି । ସମ୍ଭବ ନୁହେଁ । ନବୀନ ବାବୁ ଯଦି ନିର୍ଦ୍ଦେଶ ଦେଇଥାନ୍ତେ ତାହାଲେ ମୁଁ ପହଞ୍ଚିଥାନ୍ତି । ଦଳର ଯେଉଁ ଯେଉଁ କାମରେ ରହିବା କଥା ସେଠିଆପଣ ମୋତେ ପାଇବେ । ଶ୍ରୀମନ୍ଦିରକୁ ସୁଜାତା କାର୍ତ୍ତିକେୟନ ଯାଇଥିବା ବେଳେ ଅନୁପସ୍ଥିତ ଥିଲେ ସୁନୀଲ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking