30.1 C
Bhubaneswar
Thursday, July 2, 2026
Homeଓଡିଶାଚଳିତ ମାସ ଶେଷ ସୁଦ୍ଧା ବୋଡ, ନିଗମ ଘୋଷଣା

ଚଳିତ ମାସ ଶେଷ ସୁଦ୍ଧା ବୋଡ, ନିଗମ ଘୋଷଣା

ଭୁବନେଶ୍ୱର: ଚଳିତ ମାସ ଶେଷ ସଦ୍ଧା ଘୋଷଣା ହେବ ବୋର୍ଡ ଓ ନିଗମ ପଦବୀ । ଏନଇ ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଦିଲ୍ଲୀ ଗସ୍ତ ମଧ୍ୟରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବଡ ବୟାନ ଦେଇ କହିଛନ୍ତି, ହୋମୱାର୍କ ଶେଷ ହୋଇଛି, ଏ ମାସ ଶେଷ ସୁଦ୍ଧା ଘୋଷଣା ହେବ । ଚଳିତ ମାସ ଶେଷ ସୁଦ୍ଧା ମଧ୍ୟ ରାଜ୍ୟ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking