32.7 C
Bhubaneswar
Friday, June 26, 2026
Homeଓଡିଶାବଲାଙ୍ଗୀରରେ ବଡ଼ ଧରଣର ଅଗ୍ନିକାଣ୍ଡ

ବଲାଙ୍ଗୀରରେ ବଡ଼ ଧରଣର ଅଗ୍ନିକାଣ୍ଡ

ବଲାଙ୍ଗୀର: ବଲାଙ୍ଗୀର ସହର ଗାନ୍ଧୀନଗରପଡା ଠାରେ ଥିବା ଏକ ଘରୋଇ ମାର୍କେଟ କମ୍ପ୍ଲେକ୍ସରେ କୌଣସି କାରଣରୁ ନିଆଁ ଲାଗିଯାଇଛି । ଅଗ୍ନିକାଣ୍ଡରେ ୮ରୁ ଅଧିକ ଦୋକାନ ଜଳି ଯାଇଥିବା ବେଳେ ତିନୋଟି ଦୋକାନ ସମ୍ପୂର୍ଣ ଭାବେ ପାଉଁଶ ହୋଇଯାଇଛି ।ଅଗ୍ନିଶମ ବାହିନୀର ଦୁଇଟି ନିଆଁଲିଭା ଗାଡି ନିଆଁକୁ ଆୟତ୍ତ କରିଛନ୍ତି । କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ଜଣାପଡିନଥିଲେ ମଧ୍ୟ ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଏପର୍ଯ୍ୟନ୍ତ ଦୋକାନ ଗୁଡିକର କ୍ଷୟକ୍ଷତି ଆକଳନ ହୋଇନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking