27.8 C
Bhubaneswar
Friday, June 12, 2026
Homeଦେଶ ବିଦେଶବଢ଼ିଲା ମୁଦ୍ରାସ୍ପୀତି ହାର: ପୁଣି ମହଙ୍ଗା ହେବ ଖାଦ୍ୟପଦାର୍ଥ

ବଢ଼ିଲା ମୁଦ୍ରାସ୍ପୀତି ହାର: ପୁଣି ମହଙ୍ଗା ହେବ ଖାଦ୍ୟପଦାର୍ଥ

ନୂଆଦିଲ୍ଲୀ: ଦେଶରେ ଖାଦ୍ୟପଦାର୍ଥର ଦାମ ମେ ମାସରେ ବୃଦ୍ଧି ପାଇଛି । ଖୁଚୁରା ମୁଦ୍ରାସ୍ଫୀତି ହାର  ମେ’ ମାସରେ ବଢ଼ି ୩.୯୩ ପ୍ରତିଶତରେ ପହଞ୍ଚିଛି। ଏପ୍ରିଲ ମାସରେ ଏହି ହାର ୩.୪୮ ପ୍ରତିଶତ ଥିଲା। ତେବେ ମୁଦ୍ରାସ୍ଫୀତି ହାର ଭାରତୀୟ ରିଜର୍ଭ ବ୍ୟାଙ୍କ  ନିର୍ଦ୍ଧାରିତ ୪ ପ୍ରତିଶତ ଲକ୍ଷ୍ୟଠାରୁ ତଳେ ରହିଛି।ଲଗାତାର ୧୬ତମ ମାସ ପାଇଁ ମୁଦ୍ରାସ୍ଫୀତି ହାର ଆରବିଆଇର  ଲକ୍ଷ୍ୟ ସୀମା ଭିତରେ ରହିଛି। ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ଅଶୋଧିତ ତୈଳ  ଦର ବୃଦ୍ଧି ଏବଂ ଇରାନ ସମ୍ବନ୍ଧୀୟ ଯୁଦ୍ଧ ପରିସ୍ଥିତି କାରଣରୁ ମୁଦ୍ରାସ୍ଫୀତି ବଢ଼ିଛି।ଜୁନ୍ ମାସର ମୋନିଟାରି ପଲିସି ବୈଠକରେ ଆରବିଆଇ  ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ମୁଦ୍ରାସ୍ଫୀତି ଆକଳନକୁ ସଂଶୋଧନ କରିଥିଲା। ପୂର୍ବରୁ ଏହା ୪.୬ ପ୍ରତିଶତ ଥିବାବେଳେ, ଏହାକୁ ବଢ଼ାଇ ୫.୧ ପ୍ରତିଶତ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking