ଭୁବନେଶ୍ୱର: ୨ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ ଭେଟି । ରାଜଧାନୀ ଭୁବନେଶ୍ୱରରେ ନୂଆ ରାସ୍ତାର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବହୁ ପ୍ରତୀକ୍ଷତ ଏକାମ୍ର କାନନ ରାସ୍ତା ଉଦଘାଟିତ କରାଯାଇଛି । ଗଣିତ ପ୍ରତିଷ୍ଠାନରୁ ଇନଫୋସିଟି ଦେଇ ଏକାମ୍ର କାନନ ରାସ୍ତା ଉଦଘାଟିତ ହୋଇଛି । ଏହି ନୂଆ ରାସ୍ତା ଯୋଗୁଁ ଜୟଦେବ ବିହାର- ନନ୍ଦନକାନନ ରାସ୍ତାରେ କମିବ ଭିଡ ।










