34.3 C
Bhubaneswar
Thursday, June 4, 2026
Homeଓଡିଶାଡିଏମଏଫ ପାଣ୍ଠି ବଣ୍ଟନ ପାଇଁ ନୂଆ ନୀତି

ଡିଏମଏଫ ପାଣ୍ଠି ବଣ୍ଟନ ପାଇଁ ନୂଆ ନୀତି

ଭୁବନେଶ୍ୱର: ଖଣି ପ୍ରଭାବିତ ଜିଲ୍ଲାଗୁଡିକ ମଧ୍ୟରେ ଡିଏମଏଫ ପାଣ୍ଠି ବଣ୍ଟନ ପାଇଁ ନୂଆ ନୀତି ଜାରି । ଏନେଇ ଯୋଜନା ଓ ସଂଯୋଜନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଖଣି ଅଞ୍ଚଳ ପ୍ରଭାବ ଆଧାରରେ ମିଳିବ ଅର୍ଥ । ଅବସ୍ଥିତି ଆଧାରରେ ନୁହେଁ ।ନ୍ୟାୟସଙ୍ଗତ ବଣ୍ଟନ ପାଇଁ ନୂତନ ବ୍ୟବସ୍ଥା ଲାଗୁ କଲେ ସରକାର । ଖଣି ସୀମାରୁ ୧୫ କିମି ଯାଏଁ ଅଞ୍ଚଳକୁ ପ୍ରତ୍ୟେକ୍ଷ ପ୍ରଭାବିତ ଅଞ୍ଚଳ ଗଣନା କରାଯାଇଛି । ୧୫ରୁ ୨୫ କିମି ମଧ୍ୟରେ ଅଞ୍ଚଳକୁ ପରୋକ୍ଷ ପ୍ରଭାବିତ ଅଞ୍ଚଳ ଗଣନା କରାଯାଇଛି । ପାଣ୍ଠିର ୭୦ ପ୍ରତିଶତ ପ୍ରତ୍ୟେକ୍ଷ ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ ବ୍ୟୟ ହେବ । ୩୦ ପ୍ରତିଶତ ପରୋକ୍ଷ ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ ବ୍ୟୟ କରାଯିବ । ୨୫ କିମି ବାହାରେ ଥିବା ଅଞ୍ଚଳରେ ଏହି ପାଣ୍ଠି ବ୍ୟବହାର କରାଯିବ ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking