37.8 C
Bhubaneswar
Thursday, June 4, 2026
Homeଓଡିଶାବିଜେଡି ପାଇଁ ରୁଟ ଚେଞ୍ଜ: ପୃଥ୍ୱୀରାଜ

ବିଜେଡି ପାଇଁ ରୁଟ ଚେଞ୍ଜ: ପୃଥ୍ୱୀରାଜ

 

ଭୁବନେଶ୍ୱର: ବିଜେଡିର ମନ୍ତବ୍ୟ ଉପରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ କଡା ଜବାବ । ରୁଟ ପରିବର୍ତ୍ତନ ହେବାର କାରଣ ବିଜେଡି ବୋଲି କହିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ । ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ବଡ ଗେମ ଖେଳିଛନ୍ତି ସଞ୍ଜୟ ଦାସବର୍ମା । ୧୫ ବର୍ଷ ହେବ ସହଯୋଗ କରୁନଥିଲେ ବିଜେଡି ସରକାର । ଗୋପାଳପୁର ପରିବର୍ତ୍ତେ ରମେଶ୍ୱର ହେବାର ଷଡଯନ୍ତ୍ର ବିଜେଡି କରିଥିଲା । ରାଜପଥ କାକଟପୁରଠାରୁ ସମୂଦ୍ରକୂଳ ଦେଇ ପାରାଦୀପ ଯାଉଛି । ଏହା ଦ୍ୱାରା ଅର୍ଥନୀତି ବିକାଶ ପାଇଁ ନୂଆ ରାସ୍ତା ଖୋଲିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking