29.1 C
Bhubaneswar
Sunday, May 31, 2026
Homeଓଡିଶାନିଶାସକ୍ତର ଟାଙ୍ଗିଆ ଚୋଟରେ ଜଣଙ୍କ ମୃତ୍ୟୁ

ନିଶାସକ୍ତର ଟାଙ୍ଗିଆ ଚୋଟରେ ଜଣଙ୍କ ମୃତ୍ୟୁ

ପଦ୍ମପୁର : ରାଜ୍ୟରେ ଦିନକୁ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେବାରେ ଲାଗିଥିବା ବେଳେ ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ତଥା ନୃଶଂସ ହତ୍ୟାକାଣ୍ଡ ଘଟିଯାଇଛି। ନିଶା ପ୍ରଭାବରେ ମଣିଷ ହିତାହିତ ଜ୍ଞାନ ଭୁଲିଯାଇ ବିନା କାରଣରେ ଜଣଙ୍କ ଜୀବନ ନେଇଥିବା ଭଳି ଏକ ଗୁରୁତର ଘଟଣା ସ୍ଥାନୀୟ ଶ୍ରୀବଲ୍ଲଭପୁର ଗ୍ରାମରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକ ଜଣକ ହେଲେ ରବି ଶବର (୩୭) ଏବଂ ଅଭିଯୁକ୍ତ ଜଣକ ହେଲେ ଶ୍ୟାମ ପରଜା। ପଦ୍ମପୁର ଥାନା ପୋଲିସ ତତ୍ପରତା ପ୍ରକାଶ କରି ହତ୍ୟାକାରୀକୁ ଅଟକ ରଖିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ​

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking