ମେଷ: ଆଜି ଅଧିକାର ହରାଇ ପାରନ୍ତି। ମନଅସ୍ଥିର ରହିବ। ବ୍ୟାକୁଳତା ବଢ଼ିପାରେ। କାର୍ଯ୍ୟରେ ବାଧା ଉପୁଯିବ। ଦୂର ସମ୍ପର୍କର ଉପକୃତ ହେବେ। ପରିସ୍ଥିତି ଆୟତ୍ତାଧିନ ରହିବ।
ବୃଷ: ସକାଳୁ ସକାଳୁ ଦେବଦର୍ଶନରେ ଆନନ୍ଦ ପାଇବେ। ନିଜ କାର୍ଯ୍ୟରେ ଲାଗି ରହିବେ। ମନ ବ୍ୟାକୁଳ ରହିବ। ଅଭାବରେ ପଡ଼ିପାରନ୍ତି। ମଧ୍ୟମ ଫଳପ୍ରାପ୍ତି ହେବ।
ମିଥୁନ: ଆଜି ଆୟ ବୃଦ୍ଧି ଘଟିବ। ଅନିଶ୍ଚିତତା ଅନୁଭବ କରିବେ। ଅଯଥା ହନ୍ତସନ୍ତ ହୋଇପାରନ୍ତି। ଯାତ୍ରାଦିରେ ଲାଭାବନ ହେବେ। ସମୟ ଅନୁକୂଳ ରହିବ। ଜଞ୍ଜାଳ ଦୂରେଇଯିବ।
କର୍କଟ: ଆଜି ପ୍ରଗତିଶୀଳ ହେବ। ଆର୍ôଥକ ଅନଟନ ଦୂରୀଭୂତ ହେବ। ବନ୍ଧୁମିଳନରେ ଆନନ୍ଦ ମିଳିବ। ଋଣଗ୍ରସ୍ତ ହୋଇପାରନ୍ତି। ଧନାଦି ବୃଦ୍ଧି ଘଟିବ। ପରିବେଶ ବଦଳିଯିବ।
ସିଂହ: ଆଜି ଅଯାଚିତ ସାହାଯ୍ୟ ପାଇବେ। ଅପବାଦରୁ ରକ୍ଷା ପାଇବେ। କାର୍ଯ୍ୟରେ ପ୍ରମାଦ ଉପୁଯିବ। ସଫଳତାର ନିକଟବର୍ତ୍ତୀ ହେବେ। ଲୋକ ସମ୍ପର୍କ ବଢ଼ିବ।
କନ୍ୟା: ଆଜି ଗୃହରେ ଅଶାନ୍ତି ଉପୁଯିବ। ସାହାଯ୍ୟ ବୃଥା ହେବ। ଦେହ ଖରାପ ହେବ। ସୁଖୀ ରହିପାରନ୍ତି। ଆର୍ôଥକ ସାହାଯ୍ୟ ପାଇବେ। ଉଚ୍ଚଭିଳାଷୀ ହେବେ।
ତୁଳା: ଆଜି ଆୟ ଯୋଗ ଅଛି। ଗୃହରେ ଚିନ୍ତା ବଢ଼ିବ। ମାନସିକ ଶାନ୍ତି ହରାଇବେ।। ଫଳ ଶୁଭ ହେବ। କାର୍ଯ୍ୟରେ ସଫଳ ହୋଇପାରନ୍ତି। ସେବା କାର୍ଯ୍ୟ କରିବେ।
ବିଛା: ଦେହ ଭଲ ରହିବ। ମନ ମୁତାବକ କାର୍ଯ୍ୟ ସଫଳ ହେବ। ଋଣ ମୁକ୍ତ ହୋଇପାରନ୍ତି। ଆଦର ସମ୍ମାନ ପାଇବେ। ପ୍ରତିଷ୍ଠା ଲାଭ କରିବେ। ଅଭାବରୁ ମୁକ୍ତି ମିଳିବ।
ଧନୁ: ଆଜି ସତର୍କତା ଆବଶ୍ୟକ ଲାଭ ଆଶାରେ ଉତ୍ସାହିତ ହେବେ। ସଂକଟର ମୁକାବିଲା କରିବେ। ପ୍ରାୟତଃ ଲାଭବାନ ହୋଇପାରନ୍ତି। ଅର୍ଥ ଉପାର୍ଜନ ବଢ଼ିପାରେ।
ମକର: ଆଜି ଗୃହକାର୍ଯ୍ୟରେ ମନ ଦେବେ। ବରକ୍ତି ପ୍ରକାଶ କରିବେ। ମନୋମାଳିନ୍ୟ ଉପୁଯିପାରେ। ଦିନସାରା ବ୍ୟସ୍ତ ରହିବେ। ମନର ବଳ ହ୍ରାସ ପାଇବ। ଦେହ ସୁସ୍ଥ ରହିବ।
କୁମ୍ଭ: ଆୟ ବିଶେଷ ଭଲ ହେବ ନାହିଁ। ବ୍ୟବସାୟରେ ଉନ୍ନତି ହେବ। ଧୈର୍ଯ୍ୟ ଓ ସାହାସର ସହିତ କାର୍ଯ୍ୟ କରିବେ। ଚୋରି ଦ୍ରବ୍ୟର ସନ୍ଧାନ ପାଇବେ। ଭାତୃବିବାଦ ଦେଖାଦେବ।
ମୀନ: ଆଜି ଯାତ୍ରାଦିରେ ସମ୍ମିଳିତ ହେବେ। ସ୍ତ୍ରୀର ପ୍ରେରଣା ପାଇବେ। ଅତିଥି ସତ୍କାର କରିପାରନ୍ତି। ବନ୍ଧୁବର୍ଗରେ ଅପ୍ରସ୍ତୁତ ହେବେ। ଅପେକ୍ଷା କରି କାର୍ଯ୍ୟ କରିବେ।










