33.1 C
Bhubaneswar
Tuesday, May 5, 2026
Homeଓଡିଶାରାୟଗଡାରେ ନୂଆ ରେଳ ଡିଭିଜନ

ରାୟଗଡାରେ ନୂଆ ରେଳ ଡିଭିଜନ

ରାୟଗଡା: ରାୟଗଡାରେ ନୂଆ ରେଳ ଡିଭିଜନ । ଜୁନ ୧ରୁ କାର୍ଯ୍ୟକାରୀ ହେବ ରାୟଗଡା ଡିଭିଜନ । ଏନେଇ କେନ୍ଦ୍ର ସରକାର ପକ୍ଷରୁ ଗେଜେଟ ନୋଟିଫିକେସନ ଜାରି ହୋଇଛି । ଏହା ଛଡା ଦକ୍ଷିଣ ତଟ ରେଲୱେ ମଧ୍ୟ ନୂତନ ଭାବେ ଆରମ୍ଭ ହେବ । ଏହି ନୋଟିଫିକେସନ ଅନୁଯାୟୀ, ପୂର୍ବ ତଟ ରେଳବାଇ ଓ ଦକ୍ଷିଣ କେନ୍ଦ୍ର ତଟରୁ କିଛି ଅଂଳକୁ ନେଇ ଦକ୍ଷିଣ ତଟ ରେଳ କରାଯାଇଛି । ଏହି ନୂତନ ତଟ କାର୍ଯ୍ୟାଳୟ ବିଶାଖାପାଟଣାରେ କରାଯାଇଛି । ଏହା ମଧ୍ୟ ଜୁନ ୧ରୁ କାର୍ଯ୍ୟକାରୀ ହେବା ନେଇ ଗେଜେଟ ନୋଟିଫିକେସନ ଜାରି ହୋଇଛି । ୱାଲଟିଅର ଡିଭିଜନକୁ ଦୁଇ ଭାଗ କରାଯାଇଛି । ଗୋଟିଏ ଭାଗ ରାୟଗଡା ଡିଭିଜନ ଯାହା ପୂର୍ବ ତଟ ରେଳ ଅଧିନରେ ରହିବ ଅନ୍ୟ ଭାଗ ଦକ୍ଷିଣ ତଟ ବିଶାଖାପାଟଣା ଅଧୀନରେ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking