ବଲାଙ୍ଗୀର: ମୁଖ୍ୟନ୍ତ୍ରୀଙ୍କୁ ସାକ୍ଷାତକାର ପରେ ବରିଷ୍ଠ ନେତା ନରସିଂହ ମିଶ୍ର ପ୍ରତିକ୍ରିୟା ରଖି କହିଛନ୍ତି, ମୁଁ ଲୋକଙ୍କ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବାକୁ ଆସିଥିଲି । କଂଗ୍ରେସ ନେତା ଭାବେ ଲୋକଙ୍କ ସମସ୍ୟା ନେଇ ଦେଖା କରିବାକୁ ଆସିଥିଲି । କଂଗ୍ରେସ ଜିଲ୍ଲା ସଭାପତି ଅନିଲ ମେହେରଙ୍କୁ ଅଟକ ନେଇ ମତ ରଖିଛନ୍ତି ।ତାଙ୍କ ପାଖରେ ତ ଲୋକ ନାହାନ୍ତି, କାହିଁକି ଅଟକ ରଖିଲେ । ବୋଧ ହୁଏ ପୁଲିସର ଗୁଇନ୍ଦା ରିପୋର୍ଟ ଫେଲ ମାରିଛି କହିଲେ ନରସିଂହ ।










