26.7 C
Bhubaneswar
Sunday, June 21, 2026
Homeଓଡିଶାଶସ୍ତା ହେଲା ସୁନା: ରୁପା ଦାମ୍ ସାମାନ୍ୟ ହ୍ରାସ

ଶସ୍ତା ହେଲା ସୁନା: ରୁପା ଦାମ୍ ସାମାନ୍ୟ ହ୍ରାସ

ଭୁବନେଶ୍ୱର : ଗ୍ରାହକଙ୍କ ପାଇଁ ଖୁସି ଖବର। ଶସ୍ତା ହେଲା ସୁନା। ଗୁରୁବାର ଅର୍ଥାତ୍ ଏପ୍ରିଲ ୨୩ରେ ସୁନା ଦର ହ୍ରାସ ପାଇଛି।୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧,୫୩,୫୫୦ ଟଙ୍କା ରହିଛି। ଗତକାଲି ଏହା ୧,୫୪, ୭୫୦ ଟଙ୍କା ଥିଲା। ଏଥିରେ ୧,୨୦୦ ଟଙ୍କା ହ୍ରାସ ହୋଇଛି।୨୨ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧,୪୦,୭୫୦ ଟଙ୍କା ରହିଛି। ଗତକାଲି ୧,୪୧, ୮୫୦ ଟଙ୍କା ଥିଲା। ଏଥିରେ ୧,୧୦୦ ଟଙ୍କା ଶସ୍ତା ହୋଇଛି।୧୮ କ୍ୟାରେଟ ୧୦ ଗ୍ରାମ୍ ସୁନା ଦାମ୍ ୧,୧୫, ୧୬୦ ଟଙ୍କା ରହିଛି। ଗତକାଲି ୧,୧୬,୦୬୦ ଟଙ୍କା ଥିଲା। ଏଥିରେ ୯୦୦ ଟଙ୍କା ଶସ୍ତା ହୋଇଛି।ସେହିପରି ରୁପା ଦାମ୍ ସାମାନ୍ୟ ହ୍ରାସ ପାଇଛି। ୧୦୦ ଗ୍ରାମ୍ ରୁପା ଦାମ୍ ୨୭,୪୯୦ ଟଙ୍କା ରହିଛି। ଗତକାଲି ୨୭,୫୦୦ ଟଙ୍କା ଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking