27.8 C
Bhubaneswar
Tuesday, April 14, 2026
Homeଓଡିଶାବିଜୁ ଲିଗାସୀ ତରଫରୁ ମୋତେ ଫୋନ ଆସିଥିଲା: ଭୂପିନ୍ଦର

ବିଜୁ ଲିଗାସୀ ତରଫରୁ ମୋତେ ଫୋନ ଆସିଥିଲା: ଭୂପିନ୍ଦର

ଭୁବନେଶ୍ୱର: ବିଜୁ ଲିଗାସୀ ଓ ବିଜେଡିକୁ ନେଇ ବରିଷ୍ଠ ନେତା ଭୂପିନ୍ଦର ସିଂ ବଡ ବୟାନ ଦେଇ କହିଛନ୍ତି, ବିଜୁ ଲିଗାସୀ ତରଫରୁ ଫୋନ କରିଥିଲେ ବିଜୟ ମହାପାତ୍ର ଓ ରବି ପାଣି । ବିଜୁ ତିରୋଧାନ ଦିବସ ପାଇଁ ପ୍ରଥମ ଥର ଶଙ୍ଖଭବନରୁ ବି ଫୋନ ଆସିଥିଲା । ଅଶୋକ ପଣ୍ଡା ଫୋନ କରିଥିଲେ । ସେଥିପାଇଁ ତାଙ୍କୁ ଧନ୍ୟବାଦ ଦେଇଛି । ବିଳମ୍ବରେ ହେଲେ ମଧ୍ୟ ସୁଦୃଢ ସିରିୟସ ନେଇଛନ୍ତି ନବୀନ । ବିଜୁ ଲିଗାସୀର କାହିଁକି ଆବଶ୍ୟକ ପଡିଲା ବୋଲି ପ୍ରଶ୍ନ କରିଛନ୍ତି ଭୂପିନ୍ଦର ସିଂ । ଓଡିଶା ଭିତରେ ବିଜୁ ବାବୁଙ୍କୁ ସୀମିତ ରଖିବାର ନଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking