31.7 C
Bhubaneswar
Wednesday, April 8, 2026
Homeଓଡିଶାବେଗୁନିଆକୁ ସିଏମଙ୍କ ୩୬ଟି ପ୍ରକଳ୍ପ ଭେଟି

ବେଗୁନିଆକୁ ସିଏମଙ୍କ ୩୬ଟି ପ୍ରକଳ୍ପ ଭେଟି

ଖୋର୍ଦ୍ଧା : ବେଗୁନିଆରେ ୩୬ଟି ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୪୦ ହଜାର ୮୧୧ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କରିଛନ୍ତି । ୫୯ ହଜାରରୁ ଅଧିକ ଲୋକଙ୍କୁ ମିଳିବ ନିଯୁକ୍ତି ସୁଯୋଗ । ଓଡିଶାରେ ଶିଳ୍ପ ସମୃଦ୍ଧିର ଲକ୍ଷ୍ୟ ପୂରଣ ହେଉଛି । ଶିଳ୍ପ କ୍ଷେତ୍ରରେ ଦେଶରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି ଓଡିଶା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking