29.1 C
Bhubaneswar
Tuesday, March 17, 2026
Homeଓଡିଶାଶ୍ରୀମୟୀଙ୍କ କଥାରେ ସତ୍ୟତା ନାହିଁ: ପ୍ରମିଳା

ଶ୍ରୀମୟୀଙ୍କ କଥାରେ ସତ୍ୟତା ନାହିଁ: ପ୍ରମିଳା

ଭୁବନେଶ୍ୱର: ଶ୍ରୀମୟୀଙ୍କ ବିଜୁ- ନବୀନ ଫାଉଣ୍ଡେସନ ପ୍ରସଙ୍ଗରେ ଏଭଳି କିଛି ନାହିଁ କହିଲେ ପ୍ରମିଳା ମଲ୍ଲିକ । ଯେଉଁମାନେ ପ୍ରଚାର କରୁଛନ୍ତି ତାହା ସବୁ ମିଛ । ଶ୍ରୀମୟୀଙ୍କ କଥାରେ କିଛି ସତ୍ୟତା ନାହିଁ । ସୋସିଆଲ ମିଡିଆରେ ଯାହା ପ୍ରଚାର ହେଉଛି ତାହା ଭୁଲ । ଶ୍ରୀମୟୀ ବଲାଙ୍ଗିର ଯାଆନ୍ତୁ । ଥରୁଟିଏ ବି ସରପଞ୍ଚ ହୋଇପାରିବେନି । ଏଭଳି ଗଣମାଧ୍ୟମରେ ଚିହିଁକି ଉଠି ପ୍ରତିକ୍ରିୟା ରଖିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking