33.1 C
Bhubaneswar
Friday, March 13, 2026
Homeଓଡିଶାବିଧାୟକଙ୍କ ଗସ୍ତକୁ ସୋଫିଆଙ୍କ ନାପସନ୍ଦ

ବିଧାୟକଙ୍କ ଗସ୍ତକୁ ସୋଫିଆଙ୍କ ନାପସନ୍ଦ

ଭୁବନେଶ୍ୱର: କଂଗ୍ରେସ ବିଧାୟକଙ୍କ ଗସ୍ତକୁ ନାପସନ୍ଦ କଲେ ବିଧାୟିକା ସୋଫିଆ ଫିର୍ଦ୍ଦୋସ । ବାହାରକୁ ଯିବାର କଣ ଆବଶ୍ୟକତା ରହିଛି ବୋଲି ପ୍ରଶ୍ନ କଲେ ସୋଫିଆ । ଆମେ ନିର୍ବାଚିତ ଲୋକ ପ୍ରତିନିଧି , କଟକ ଭଳି ଶିକ୍ଷିତ ସହରରୁ ଆସିବୁ । ମୁଁ ଗଣମାଧ୍ୟମରୁ ଶୁଣିଲି ମତେ କିଛି କୁହାଯାଇନାହିଁ । ଆମେ ବି ନିଜେ ନିଜେ ନିଷ୍ପତ୍ତି ନେଇଛୁ ବୋଲି କହିଲେ ସୋଫିଆ । ସୂଚନାଥାଉକି, କଂଗ୍ରେସର ୯ ବିଧାୟକ ବେଙ୍ଗାଲୁରୁର ଏକ ରିସର୍ଟରେ ଅଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking