31.1 C
Bhubaneswar
Tuesday, March 10, 2026
Homeଦେଶ ବିଦେଶ୨୦ ଗୁଣା ଅଧିକ ଆକ୍ରମଣ କରିବୁ: ଟ୍ରମ୍ପ

୨୦ ଗୁଣା ଅଧିକ ଆକ୍ରମଣ କରିବୁ: ଟ୍ରମ୍ପ

ନୂଆଦିଲ୍ଲୀ: ଇରାନକୁ ପୁଣି ଥରେ କଡା ଚେତାବନୀ ଦେଲେ ଡୋନାଲ୍ଡ ଟ୍ରମ୍ପ । ହର୍ମୁଜ ଜଳପଥରେ ତୈଳ ଯୋଗାଣରେ ବାଧା ଦେଲେ ପରିଣାମ ଭୟାବହ ହେବ । ଯେତିକି ଆକ୍ରମଣ କରିଛୁ ତାହାର ୨୦ ଗୁଣା ଅଧିକ ଆକ୍ରମଣ କରିବୁ । ମୃତ୍ୟୁ , ନିଆଁ ଓ କ୍ରୋଧ ସେମାନଙ୍କ ଉପରେ ରାଜତ୍ୱ କରିବ କହିଛନ୍ତି ଟ୍ରମ୍ପ । ମାତ୍ର ମୁଁ ଆଶା କରୁଛି ଏହା ସେମାନଙ୍କ ପାଇଁ ନ ଘଟୁ । ଟ୍ରମ୍ପ ତାଙ୍କର ଏହି ପଦକ୍ଷେପକୁ ଆନ୍ତର୍ଜାତୀୟ ଶକ୍ତି ବଜାରକୁ ସୁରକ୍ଷା ଦେବା ପାଇଁ ଏକ ପ୍ରମୁଖ ପ୍ରୟାସ ଭାବରେ ଉପସ୍ଥାପନ କରିଥିଲେ । ସେ ଏହାକୁ ଆମେରିକା ପକ୍ଷରୁ ଚୀନ ଓ ହରମୁଜ ପ୍ରଣାଳୀକୁ ବ୍ୟାପକ ଭାବେ ବ୍ୟବହାର କରୁଥିବା ସମସ୍ତ ଦେଶ ପାଇଁ ଏକ ଉପହାର ବୋଲି କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ, ମୁଁ ଆଶା କରୁଛି ଏହି ପଦକ୍ଷେପକୁ ପ୍ରଶଂସା କରାଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking