25.1 C
Bhubaneswar
Wednesday, March 11, 2026
Homeଓଡିଶାଶୂନ୍ୟକାଳରେ ଉଠିଲା ଚାଷୀ ପ୍ରସଙ୍ଗ

ଶୂନ୍ୟକାଳରେ ଉଠିଲା ଚାଷୀ ପ୍ରସଙ୍ଗ

ଭୁବନେଶ୍ୱର: ବିଧାନସଭା ଶୂନ୍ୟକାଳରେ ଉଠିଲା ଚାଷୀମାନଙ୍କ ପ୍ରସଙ୍ଗ । ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।କହିଲେ ଟୋକନ ଦିଆଯାଇଥିବା ଚାଷୀମାନଙ୍କ ଠାରୁ ଧାନ କିଣାଗଲା ନାହିଁ । ଚାଷୀ ସମସ୍ୟାର ସମାଧାନ ନକରି ମୃତ୍ୟ ପରେ ତଦନ୍ତ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ପ୍ରମିଳା ମଲ୍ଲିକ । ଅନ୍ୟପଟେ ରାଜନଗର ଚାଷୀ ମୃତ୍ୟୁର ତଦନ୍ତ ରିପୋର୍ଟ ମାଗିଲେ ପ୍ରମିଳା ମଲ୍ଲିକ । ସେହିପରି ସମାନ ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ । ବିଧାନସଭା ଅଧିବେଶନ ଶେଷ ପୂର୍ବରୁ ବିବୃତ୍ତି ରଖିବାକୁ ମନ୍ତ୍ରୀଙ୍କୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି । ଆଜି ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଗୃହ କାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking