33.1 C
Bhubaneswar
Monday, February 23, 2026
Homeଓଡିଶାମାଟ୍ରିକ୍ ପରୀକ୍ଷା ଦେବାକୁ ଯାଉଥିବା ବେଳେ ଦୁର୍ଘଟଣା: ଦୁଇ ଛାତ୍ରୀ ଗୁରୁତର

ମାଟ୍ରିକ୍ ପରୀକ୍ଷା ଦେବାକୁ ଯାଉଥିବା ବେଳେ ଦୁର୍ଘଟଣା: ଦୁଇ ଛାତ୍ରୀ ଗୁରୁତର

ବାଲେଶ୍ୱର: ସାଇକେଲ ସହ ବାଇକ ଧକ୍କା । ଦୁଇ ଦଶମ ଶ୍ରେଣୀ ଛାତ୍ରୀ ଗୁରୁତର । ସେମାନେ େଲେ ଅଭଣା ଗ୍ରାମର ମମତା ମାଝୀ । ଓ ଜ୍ୟୋତି ମାଝୀ । ସୂଚନା ଅନୁଯାୟୀ, ଆଜି ସକାଳେ ଦୁହେଁ, ଏକ ସାଇକେଲରେ ବିଷ୍ଣୁପୁର ହାଇସ୍କୁଲକୁ ମାଟ୍ରିକ ପରୀକ୍ଷା ଦେବାକୁ ଯାଉଥିବା ବେଳେ ଏକ ବାଇକ ଉଭୟଙ୍କୁ ଧକ୍କା ଦେଇଥିଲା । ଫଳରେ ଉଭୟେ ଆହତ ହୋଇଥିଲେ । ସ୍ଥାନୀୟ ଲେକେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ଆଣିଥିବାବେଳେ ସେଠାରେ ଜ୍ୟୋତିଙ୍କର ଡାହାଣ ହାତ ବୁଢା ଆଙ୍ଗୁଠି କଟିଯିବା ଫଳରେ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିଲା । ମମତାଙ୍କ ମୁଣ୍ଡରେ କ୍ଷତ ସୃଷ୍ଟି ହୋଇଥିବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉଦବେଗ ପ୍ରକାଶ ପାଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking