23.1 C
Bhubaneswar
Monday, February 16, 2026
Homeଦେଶ ବିଦେଶପ୍ରଥମ ବୋର୍ଡ ବାଧ୍ୟତାମୂଳକ: ସିବିଏସଇ

ପ୍ରଥମ ବୋର୍ଡ ବାଧ୍ୟତାମୂଳକ: ସିବିଏସଇ

ନୂଆଦିଲ୍ଲୀ: ସିବିଏସଇ ଦଶମ ଦୁଇଟି ବୋର୍ଡ ପରୀକ୍ଷା ନେଇ ସ୍ପଷ୍ଟୀକରଣ । କାଲିଠୁ ଆରମ୍ଭ ପ୍ରଥମ ବୋର୍ଡ ପରୀକ୍ଷା ।ପ୍ରଥମ ବୋର୍ଡ ପରୀକ୍ଷା ଦେଇଥିଲେ ଦ୍ୱିତୀୟ ବୋର୍ଡ ପରୀକ୍ଷା ପାଇଁ ମିଳିବ ଅନୁମତି । ତିନିଟି ବିଷୟରେ ଅଧିକ ନମ୍ବର ପାଇଁ ଦ୍ୱିତୀୟ ବୋର୍ଡ ଦେଇପାରିବେ ପରୀକ୍ଷାର୍ଥୀ । ବିଜ୍ଞାନ , ଗଣିତ, ସାମାଜିକ ବିଜ୍ଞାନ , ଲାଙ୍ଗୁଏଜ ପେପର ଭିତରୁ ତିନିଟି ଦେଇପାରିବେ । ପ୍ରଥମ ବୋର୍ଡରେ ତିନିଟି ବା ତାଠୁ ଅଧିକ ପେପର ଦେଇନଥିଲେ ମିଳିବ ନାହିଁ ଅନୁମତି । ପ୍ରଥମ ବୋର୍ଡ ପରୀକ୍ଷା ନଦେଲେ ଏସେନସିଆଲ ରିପିଟ ବର୍ଗରେ ରହିବେ । ତେବେ ଏସେନସିଆଲ ରିପିଟ ବର୍ଗରେ ରହିଲେ ପରବର୍ଷ ପରୀକ୍ଷା ଦେବେ ପରୀକ୍ଷାର୍ଥୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking