26.1 C
Bhubaneswar
Monday, February 16, 2026
Homeଓଡିଶାନବୀନ ବାବୁଙ୍କୁ କିଛି ପଚାରିବାର ନାହିଁ: ଅରବିନ୍ଦ

ନବୀନ ବାବୁଙ୍କୁ କିଛି ପଚାରିବାର ନାହିଁ: ଅରବିନ୍ଦ

ଭୁବନେଶ୍ୱର: ନିଲମ୍ବନ ଓ ପରବର୍ତ୍ତୀ ରାଜନୀତିକୁ ନେଇ ଅରବିନ୍ଦ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ନବୀନ ବାବୁଙ୍କୁ ମୋର କିଛି ପଚାରିବାକୁ ଇଚ୍ଛା ନାହିଁକି ଆଶା ନାହିଁ । ବିଧାନସଭାରେ ଯଦି ଦେଖା ହୁଅନ୍ତି ତାହାଲେ ସମ୍ମାନ ଜଣାଇବି । ନବୀନ ବାବୁଙ୍କଠାରୁ ଉତ୍ତରପାଇବା ନେଇ କିଛି ଲକ୍ଷ୍ୟ ରଖି ନାହିଁ । ନବୀନ ବାବୁ ଯେଉଁ ମତ ରଖିଥିଲେ, ତାହା ଭୁଲ ବୋଲି କହି ସାରିଛି । ଯଦି ସେମାନଙ୍କ ତରଫରୁ ମୋତେ ପଚରାଯାଏ, ତାହାଲେ ଉତ୍ତର ଖୋଜିବି । ନିଜ ନିର୍ବାଚନୀ ମଣ୍ଡଳୀରେ ନିଜ ଦଳର ବିରୋଧୀ ମେଳି ନେଇ ରଖିଲେ ମତ । ସେମାନେ କୁଚକ୍ରୀ ଗୋଷ୍ଠୀ, ସେମାନଙ୍କ ପାଇଁ ନିର୍ବାଚନରେ ଭୋଟ ହାର କମିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking