25.1 C
Bhubaneswar
Thursday, February 12, 2026
Homeଓଡିଶାକ୍ୟୁଆର କୋଡ ପଟ୍ଟା ଆସିବ: ମନ୍ତ୍ରୀ

କ୍ୟୁଆର କୋଡ ପଟ୍ଟା ଆସିବ: ମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଆସିବ ନୂଆ ଜମି ପଟ୍ଟା । ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ଇଲୋକ୍ଟ୍ରୋନିକ୍ସ ଯୁକ୍ତ କ୍ୟୁଆର କୋଡ ଜମି ପଟ୍ଟା ଆସିବ । କ୍ୟୁଆର କୋଡ ସ୍କାନ କଲେ ପଟ୍ଟାର ସମ୍ପୁର୍ଣ୍ଣ ଇତିହାସ ବାହାରିବ । ଜମି କିଣାବିକାରେ ଆଉ ହୋଇପାରିବ ନାହିଁ ଠକେଇ । ଲୋକଙ୍କୁ ଠକି ଜମି କିଣାବିକା ଉପରେ ରୋକ ଲାଗିବ । ଠକାମୀ ଉପାୟରେ ଜମି କିଣା ବିକା କଲେ ସୂଚନା ମିଳିବ । ସଙ୍ଗେ ସଙ୍ଗେ ତହସିଲଦାର ଓ ଆରଆଇ ସବୁ ଜାଣିପାରିବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking