30.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶଅଭିଷେକ ଶର୍ମା ଅସୁସ୍ଥ

ଅଭିଷେକ ଶର୍ମା ଅସୁସ୍ଥ

ନୂଆଦିଲ୍ଲୀ: ଅଭିଷେକ ଶର୍ମା ଅସୁସ୍ଥ । ଭାରତୀୟ କ୍ରିକେଟର ଅଭିଷେକ ଶର୍ମା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ପେଟ ଯନ୍ତ୍ରଣା ହେବାରୁ ଚିକିତ୍ସିତ ହେଉଥିବା ଜଣାପଡିଛି । ତେବେ ବିସିସିଆଇ ପକ୍ଷରୁ ଏହି ସୂଚନା ମିଳିଛି । ଜ୍ୱର ହୋଇ ପାକସ୍ଥଳୀ ସଂକ୍ରମଣ ହୋଇଥିବା ସୂଚନା ମିଳିଛି । ଆସନ୍ତାକାଲି ବିଶ୍ୱକପ ମ୍ୟାଚ ଖେଳିବେନି ଅଭିଷେକ । ଇଷାନଙ୍କ ସହ ଓପନିଂ କରିବେ ସଞ୍ଜୁ ସାମସନ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking