ପୋଲସରା: ଯୁବକକୁ ଖଣ୍ଡାରେ ହାଣି ସଂଘବଦ୍ଧ ଆକ୍ରମଣ । କବିସୂର୍ଯ୍ୟନଗର ଥାନା ଗୁଡିଆଳି ଛକ ନିକଟରେ ଆକ୍ରମଣ ହୋଇଛି । ଜମିଜମା ବିବାଦରୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଆକ୍ରମଣରେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ୫ରୁ ୬ ଜଣ ସଂଘବଦ୍ଧ ହୋଇ ଆକ୍ରମଣ କରି ଚମ୍ପଟ୍ ମାରିଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।










