26.1 C
Bhubaneswar
Wednesday, February 4, 2026
Homeଓଡିଶାଜଙ୍ଗଲ ନିଆଁ: ୧୮୦୦୩୪୫୭୧୫୮ ନଂରେ କଲ ପାଇଁ ଲୋକଙ୍କୁ ଅନୁରୋଧ

ଜଙ୍ଗଲ ନିଆଁ: ୧୮୦୦୩୪୫୭୧୫୮ ନଂରେ କଲ ପାଇଁ ଲୋକଙ୍କୁ ଅନୁରୋଧ

ଭୁବନେଶ୍ୱର: ଗ୍ରୀଷ୍ମ ଦିନ ପୂର୍ବରୁ ଜଙ୍ଗଲରେ ନିଆଁ ରୋକିବାକୁ ବନ ବିଭାଗର ପ୍ରାକ ପ୍ରସ୍ତୁତି । ନିଆଁ ଲାଗିଲେ ୧୮୦୦୩୪୫୭୧୫୮ନଂରେ କଲ ପାଇଁ ଲୋକଙ୍କୁ ଅନୁରୋଧ କରାଯାଇଛି । ଜାଣିଶୁଣି ନିଆଁ ଲଗେଇଲେ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି ପିସିସିଏଫ । ଜଙ୍ଗଲ ନିଆଁ ଆୟତ୍ତ ପାଇଁ ୨୦୪୬୧ ଫାୟାର ଲାଇନ ସୃଷ୍ଟି କରାଯାଇଛି । ଶିମିଳିପାଳ ଓ ରାଉରକେଲାରେ କ୍ୟାମେରା ଦ୍ୱାରା ନିଆଁ ଉପରେ ନଜର ରଖାଯିବ । ଆବଶ୍ୟକ ସ୍ଥଳରେ ମିନି ଡ୍ରୋନ ବ୍ୟବହାର କରାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking