21.1 C
Bhubaneswar
Sunday, February 1, 2026
Homeଓଡିଶାମହମ୍ମଦ ମୋକିମଙ୍କ ନୂଆ ଦଳର ନାଁ ‘ଓଡ଼ିଶା ଜନତା କଂଗ୍ରେସ’

ମହମ୍ମଦ ମୋକିମଙ୍କ ନୂଆ ଦଳର ନାଁ ‘ଓଡ଼ିଶା ଜନତା କଂଗ୍ରେସ’

ଭୁବନେଶ୍ୱର: ମହମ୍ମଦ ମୋକିମଙ୍କ ନୂଆ ଦଳର ନାଁ ଓଡିଶା ଜନତା କଂଗ୍ରେସ । ସମର୍ଥକଙ୍କ ସହ ଆଲୋଚନା ପରେ ନାଁ ଚୂଡାନ୍ତ ହୋଇଥିବା ସୂଚନା ମିଳିଛି । ସୋମବାର ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି । ଆସନ୍ତା ମାର୍ଚ୍ଚ ସୁଦ୍ଧା ଦଳ ଗଠନ ପ୍ରକ୍ରିୟା ସମ୍ପୁର୍ଣ୍ଣ ହେବା ପରେ ବିଧିବଦ୍ଧ ଭାବେ ନାଁ ଘୋଷଣା ହେବ । ନିଜ ସମର୍ଥକଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । ଯେଉଁଥିରେ ଦଳର ନାଁ ରେଜିଷ୍ଟ୍ରସନ ନେଇ ମତାମତ ନିଆଯାଇଥିଲା । ଆସନ୍ତା ମାର୍ଚ୍ଚ ସୁଦ୍ଧା ଦଳ ଗଠନ ସମ୍ପୁର୍ଣ୍ଣ ପ୍ରକ୍ରିୟା ସମାପ୍ତ ପରେ ବିଧି ବଦ୍ଧ ଘେ।।ମା ହେବ । କଂଗ୍ରେସ ଦଳ ଛାଡିବା ପରେ ଯୁବମାନଙ୍କୁ ନେଇ ଏକ ନୂଆ ଦଳ ଗଠନ କରିବା ପାଇଁ ଆଶା ରଖିଛନ୍ତି । ଏହି ଦଳରେ ସାମିଲ ହେବେ ପ୍ରମୁଖ ଦଳର ୩ ଜଣ ଯୁବ ନେତା ଏବଂ ହଜାର ହଜାର ଯୁବନେତାଙ୍କୁ ନେଇ ଆସନ୍ତା ଯୁବସମାବେଶରେ କରିବେ ଘୋଷଣା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking