27.1 C
Bhubaneswar
Wednesday, February 4, 2026
Homeଓଡିଶାରାଜଧାନୀରେ ବୁଲିଲା ଖଣ୍ଡା: ଜଣେ ଆହତ

ରାଜଧାନୀରେ ବୁଲିଲା ଖଣ୍ଡା: ଜଣେ ଆହତ

ଭୁବନେଶ୍ୱର: ରାଜଧାନୀରେ ବୁଲିଲା ଖଣ୍ଡା । ଜଣେ ଯୁବକଙ୍କୁ ହାଣି ପକାଇଲା ୩ ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ଭୁବନେଶ୍ୱର ଚନ୍ଦ୍ରଶେଖରପୁର କେଳୁଚରଣ ପାର୍କ ନିକଟରେ । ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । ଗୋଷ୍ଠୀ ସଂଘର୍ଷରୁ ଏ ଆକ୍ରମଣ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବାରୁ ୩ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ୫ରୁ ଅଧିକ ଯୁବକଙ୍କୁ ଅଟକ ରଖି ପଚାରାଉଚରା କରୁଛି ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking