21.1 C
Bhubaneswar
Tuesday, February 3, 2026
Homeଓଡିଶାନବୀନ ନିବାସରେ ଅନଙ୍ଗ ଉଦୟ ସିଂଦେଓ

ନବୀନ ନିବାସରେ ଅନଙ୍ଗ ଉଦୟ ସିଂଦେଓ

ଭୁବନେଶ୍ୱର: ନବୀନ ନିବାସରେ ବଡ ହଲଚଲ । ନବୀନ ନିବାସରେ ପହଞ୍ଚିଲେ ଅନଙ୍ଗ ଉଦୟ ସିଂ ଦେଓ । ନବୀନ ପଟ୍ଟନାୟକ ଓ ଅନଙ୍ଗ ଉଦୟ ସିଂଦେଓଙ୍କ ଭେଟଘାଟ । ଦୀର୍ଘଦିନ ପରେ ଏକାଠି ହେଲେ ଦୁଇ ବନ୍ଧୁ । ରାଜ୍ୟସଭା ନିର୍ବାଚନ ନେଇ ହୋଇପାରେ ଆଲୋଚନା । ସେପଟେ ଆଜି ଅନ୍ୟ କିଛି ବରିଷ୍ଠ ନେତା ମଧ୍ୟ ନବୀନ ନିବାସ ଯାଇଥିଲେ। ପିଏସି ସଦସ୍ୟ ପ୍ରଣବ ପ୍ରକାଶ ଦାସ, ପ୍ରତାପ ଜେନା, ସଞ୍ଜୟ ଦାସବର୍ମା, ଅନନ୍ତ ନାରାୟଣ ଜେନା ଆଜି ନବୀନ ନିବାସ ଯାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking