28.1 C
Bhubaneswar
Tuesday, February 3, 2026
Homeଓଡିଶାବିମାନ ଯାତ୍ରା ପାଇଁ ଆଡଭାଇଜରି

ବିମାନ ଯାତ୍ରା ପାଇଁ ଆଡଭାଇଜରି

ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସକୁ ଦୃଷ୍ଟିରେ ରଖି ବିମାନ ଯାତ୍ରା ପାଇଁ ଆଡଭାଇଜରି ଜାରି । ବିଜୁ ପଟ୍ଟନାୟକ ଅନ୍ତର୍ଜର୍ାତୀୟ ବିମାନବନ୍ଦର ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି । ଆଗୁଆ ପହଞ୍ଚିବା ସହ ଚେକ୍ ଇନ୍‌ରେ ସମୟ ଦେବାକୁ ଯାତ୍ରୀଙ୍କୁ ଅନୁରୋଧ କରାଯାଇଛି । ବିମାନବନ୍ଦର ସୁରକ୍ଷାକର୍ମୀଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଛି । ବିମାନ ସମ୍ପର୍କିତ ସୂଚନା ସମ୍ପୃକ୍ତ ଏୟାରଲାଇନ୍ସ ଠାରୁ ବୁଝିବାକୁ ପରାମର୍ଶ ଜାରି କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking