14.1 C
Bhubaneswar
Monday, January 12, 2026
Homeଓଡିଶାଭକ୍ତ ନିବାସ ପାଇଁ ପାର୍କିଂ ଫି’ ଲାଗୁ

ଭକ୍ତ ନିବାସ ପାଇଁ ପାର୍କିଂ ଫି’ ଲାଗୁ

ପୁରୀ: ପୁରୀ ଶ୍ରୀମନ୍ଦିର ପ୍ରଶାସନ ଅଧିନରେ ଥିବା ଭକ୍ତ ନିବାସ ପାଇଁ ପାର୍କିଂ ଫି’ ଲାଗୁ । ୪ଟି ଭକ୍ତ ନିବାସ ପାଇଁ ଲାଗୁ ହେଲା ପାର୍କିଂ ଫି’ । ପ୍ରତି ଚାରିଚକିଆ ଯାନ ପାଇଁ ଦେବାକୁ ପଡିବ ୫୦୦ ଟଙ୍କା । କୌଣସି ଭକ୍ତ ଯଦି ନିଜ ଚାରି ଚକିଆ ଯାନ ୨୪ ଘଣ୍ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିର ପ୍ରଶାସନର ୪ଟି ଭକ୍ତନିବାସରେ ପାର୍କ କରୁଛନ୍ତି ତେବେ ସେମାନଙ୍କୁ ୫ ଶହ ଟଙ୍କା ଦେବାକୁ ପଡିବ । ଫି’ରେ ଅତିରିକ୍ତ ୧୮ ପ୍ରତିଶତ ଜିଏସଟି ଦେବାକୁ ହେବ । ଗୁଣ୍ଡିଚା ଭକ୍ତନିବାସ, ନୀଳାଦ୍ରି ଭକ୍ତନିବାସ, ପୁରୁଷୋତ୍ତମ ଭକ୍ତନିବାସ ଏବଂ ନୀଳାଚଳ ଭକ୍ତନିବାସର ପାର୍କିଂ ଫି ବଢିଛି । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking