25.1 C
Bhubaneswar
Thursday, February 5, 2026
Homeଓଡିଶାମେଳି ରାଜନୀତି: ଚିହିଁକିଲେ ପ୍ରମିଳା

ମେଳି ରାଜନୀତି: ଚିହିଁକିଲେ ପ୍ରମିଳା

ଭୁବନେଶ୍ୱର: ପ୍ରମିଳା ମଲ୍ଲିକଙ୍କ ସରକାରୀ ବାସଭବନରେ ବିଜେଡି ନେତାଙ୍କ ମେଳି ହୋଇଥିଲା । ମେଳି ବାବଦରେ ପଚାରିବାରୁ ଚିହିଁକି ଉଠିଲେ ପ୍ରମିଳା ମଲ୍ଲିକ । ଯାଜପୁର ନେତାଙ୍କ ବୈଠକକୁ ନେଇ ପ୍ରଶ୍ନରେ ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା ରଖିଛନ୍ତି । ମେଳି କଣ ଓ କାହିଁକି କଦର୍ଯ୍ୟ ରୂପ ଦେଉଛ କହି ପ୍ରଶ୍ନ କରି  ପ୍ରମିଳା ମଲ୍ଲିକକ ହିଛନ୍ତି, ଯାଜପୁର ଜିଲ୍ଲା ସଂଗଠନ ବାବଦରେ ଆଲୋଚନା ପାଇଁ ଏକାଠି ହୋଇଥିଲୁ । ଜିଲ୍ଲା ସଂଗଠନ ସୁଦୃଢ କରିବାକୁ ଆଲୋଚନା କଲୁ , ଏଥିରେ କଣ ଅସୁବିଧା ଅଛି । ମେଳିରେ ପ୍ରଣବ ପ୍ରକାଶ ଦାସ, ବିଧାୟକ ବିଶ୍ୱ ରଞ୍ଜନ ମଲ୍ଲିକ, ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ, ପ୍ରଣବ ବଳବନ୍ତ ରାୟ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking