21.1 C
Bhubaneswar
Wednesday, February 4, 2026
Homeଓଡିଶା୫୫ ଲକ୍ଷ ଠକେଇ: ପୂର୍ବତନ ଫରେଷ୍ଟର ଗିରଫ

୫୫ ଲକ୍ଷ ଠକେଇ: ପୂର୍ବତନ ଫରେଷ୍ଟର ଗିରଫ

ଭବାନୀପାଟଣା: ପୂର୍ବତନ ଫରେଷ୍ଟରଙ୍କୁ ଗୁରଫ କଲା ଭିଜିଲାନ୍ସ । ଥୁଆମୂଳ ରାମପୁରର ପୂର୍ବତନ ଫରେଷ୍ଟର ଜୟ କୁମାର ଜୁଆଡ଼ ଗିରଫ । ୨୦୨୪-୨୫ରେ ୫୫ ଲକ୍ଷ ଟଙ୍କା ଆତ୍ମସାତ ଅଭିଯୋଗରେ ଗିରଫ । ବୃକ୍ଷରୋପଣ ନାଁରେ ନକଲି ମଷ୍ଟର ରୋଲର ଓ ଜବ୍ କାର୍ଡ ଦେଖାଇ ଅର୍ଥ ଆତ୍ମସାତ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking