18.1 C
Bhubaneswar
Wednesday, February 4, 2026
Homeଓଡିଶାଆଇନ ବ୍ୟବସ୍ଥା ବଜାୟ ରଖିବାକୁ ଗୁରୁତ୍ୱ: ହେମନ୍ତ ଶର୍ମା

ଆଇନ ବ୍ୟବସ୍ଥା ବଜାୟ ରଖିବାକୁ ଗୁରୁତ୍ୱ: ହେମନ୍ତ ଶର୍ମା

ଭୁବନେଶ୍ୱର: ଗୃହ ସଚିବ ଭାବେ ହେମନ୍ତ ଶର୍ମାଙ୍କ ଦାୟିତ୍ୱ ଗ୍ରହଣ । ଦାୟିତ୍ୱ ଗ୍ରହଣ ପରେ ଗୃହ ସଚିବ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଆଇନ ବ୍ୟବସ୍ଥା ବଜାୟ ରଖିବାକୁ ଗୁରୁତ୍ୱ । ଆବଶ୍ୟକ ପରିମାଣର ନିଯୁକ୍ତି ଦିଆଯିବ । ମୁଖ୍ୟମନ୍ତ୍ରୀଙ୍କ ୧୫ ସୂତ୍ରୀ କାର୍ଯ୍ୟକୁ ପ୍ରାଥମିକତା ଦିଆଯାଇଛି । ଶାନ୍ତି ଓ ଶୃଙ୍ଖଳାକୁ ଦିଆଯିବ । ଲୋକଙ୍କୁ ସୁରକ୍ଷା ଦେବା ଆମର ଲକ୍ଷ୍ୟ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking