29.1 C
Bhubaneswar
Wednesday, April 29, 2026
Homeଓଡିଶାସାପ କାମୁଡ଼ାରେ ଯୁବକ ମୃତ

ସାପ କାମୁଡ଼ାରେ ଯୁବକ ମୃତ

ଅନୁଗୁଳ: ଅନୁଗୁଳ ବଡ ଅଘଟଣ। ସାପ କାମୁଡ଼ାରେ ଚାଲିଗଲା ଜଣଙ୍କ ଜୀବନ। ମୃତକଙ୍କୁ କୁମୁରୀ ଗ୍ରାମର ଜନାର୍ଦ୍ଦନ ସାହୁଙ୍କ ପୁଅ ଗିରିଧାରୀ ସାହୁ ବୋଲି ଚିହ୍ନଟ କରାଯାଇଛି। ସୂଚନା ଅନୁସାରେ, ପୁରୁଣାକୋଟ ଥାନା ଅନ୍ତର୍ଗତ କୁମୁରୀ ଗ୍ରାମରେ ଗିରିଧାରୀ ସାହୁ ବୁଧବାର ରାତିରେ ଘରେ ଶୋଇଥିବା ବେଳେ ଏକ ବିଷାକ୍ତ ଚିତିସାପ ତାଙ୍କୁ କାମୁଡ଼ି ଦେଇଥିଲା । ଯାହା ଫଳରେ ସେ ଅସୁସ୍ଥ ଅନୁଭବ କରିଥିଲେ। ପ୍ରଥମେ ଘରଲୋକେ ଜାଣିପାରି ନଥିଲେ ଶୋଇବା ସ୍ଥାନରୁ ଚିତିସାପ ବାହାରିବା ପରେ ଜାଣିଲେ ତାଙ୍କୁ ସାପ କାମୁଡ଼ିଛି । ସଙ୍ଗେ ସଙ୍ଗେ ଘର ଲୋକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେକିନ୍ତୁ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ମୃତ୍ୟୁ ପରେ ପରିବାର ଏବଂ ଅଞ୍ଚଳରେ ଶୋକର ଚୟ ଖେଳିଯାଇଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking